- 328
- 4 001 135
Divya Kathamrita (ଦିବ୍ୟ କଥାମୃତ)
India
Приєднався 25 лип 2021
ଯଦି କାଳିଆର ହସରେ ନିଜ ଦୁଃଖ ଧୋଇ ହେଇପାରିବାର ଆସ୍ଥା ଯଦି ସତ୍ୟ,
ତାର ଦୟଣାର ବାସ୍ନାରେ ଆମ ଆନ୍ଦୋଳିତ ମନରେ ରୋମାଞ୍ଚ ଯଦି ସତ୍ୟ,
ତା ଅବଢ଼ାର ମହକରେ ଯଦି ଆମ ଯୁଗ ଯୁଗର କ୍ଷୁଧା ମେଣ୍ଟିଯିବା ସତ୍ୟ,
ତା ବାଇଶି ପାହାଚରେ ଗଡିଗଲେ ସବୁ ପାପ ଧୋଇ ଯିବାର ଆସ୍ଥା ଯଦି ସତ୍ୟ ,
ତା ସ୍ଵର୍ଗ ଦ୍ଵାରରେ ଶରୀର ଲୀନ ହୋଇଗଲେ ଆତ୍ମା ମୋକ୍ଷ ପାଇଯିବାର ବିଶ୍ବାସ ଯଦି ସତ୍ୟ,
ତେଣୁ, ଲୁଣ ସଂସାରର ଅଭିମାନ,
କୋହ ତା ପାଖରେ ବାଢିବାକୁ ଯାଇଥିବା ମଣିଷ ଟିର ଆଖି ତା ଚକାଆଖି ରେ ମିଶିଗଲା ପରେ ସବୁ ଅଳି,
ଆଉ ମରିବାର ପଣ ଭୁଲିଯିବା ଯଦି ସତ୍ୟ,
ତେବେ ସେ କରୁଥିବ ଲୀଳା କଣ କେବେ ମିଛ ହୋଇପାରେ ??

ଶରଣ ଶ୍ରୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ,ସବୁ କିଛି ଦେଇ ପାରନ୍ତି ମହାପ୍ରଭୁ || ଡ଼ଃ. ଶ୍ରୀକାନ୍ତ ପରିଜା
* Rabindra Narayan Mishra
ଶରଣ ଶ୍ରୀକ୍ଷେତ୍ର ରୁ ଶ୍ରୀକ୍ଷେତ୍ର ,ସବୁ କିଛି ଦେଇ ପାରନ୍ତି ମହାପ୍ରଭୁ || ଡ଼ଃ. ଶ୍ରୀକାନ୍ତ ପରିଜା
OFFICIAL CHANNEL OF-
Sri Rabindra Narayan Mishra (former Administrator of Shree Jagannath Temple Puri) |
Watch and share divya kathamrita with your family and friend
"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବୁଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କର ଓ ପରିବାରର ସମସ୍ତଙ୍କର ମଙ୍ଗଳ କରନ୍ତୁ ।।
ଭଗବାନଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନର ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।
🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻
(ମହାପ୍ରଭୁଙ୍କର ଓ ଏହି ଧର୍ମ କଥା ଗୁଡିକୁ ସମସ୍ତଙ୍କ ପାଖରେ share କରି ଉପଲବ୍ଧ କରେଇବାକୁ ଓ ଚେଷ୍ଟା କରିବାକୁ ଆପଣଙ୍କୁ ଅନୁରୋଧ ।। )
ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
#jagannath
#RabindraNarayanMishra
#odisha
#ଜଗନ୍ନାଥ
#paradeep
#gangamata
#ODISHA365
#BhaktiSamarpan
#SrikhetraDarshan
#MeeraJhanjaaTales
Dr Bibudharanjan
#Dr Bibudharanjan#
#Dr Bibudha ranjan#
#dr bibudharanjan#
#dr bibudha ranjan#
@ODISHA 365
@Bhakti Samarpan
@Srikhetra Darshan
@Meera Jhanjaa Tales

Переглядів: 4 645
Відео
ମହାପ୍ରଭୁଙ୍କ ଆଲୌକିକ ବିସ୍ମୟ ଳୀଳା ||ମହାପ୍ରଭୁଙ୍କ ଅଲୌକିକ ବିସ୍ମୟ ଳୀଳା ||ଡ଼ଃ. ଶ୍ରୀକାନ୍ତ ପରିଜା
Переглядів 6 тис.День тому
* Rabindra Narayan Mishra ମହାପ୍ରଭୁଙ୍କ ଆଲୌକିକ ବିସ୍ମୟ ଳୀଳା || ମହାପ୍ରଭୁଙ୍କ ଅଲୌକିକ ବିସ୍ମୟ ଳୀଳା || ଡ଼ଃ. ଶ୍ରୀକାନ୍ତ ପରିଜା OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ...
ପ୍ରେମମୟ ମହାପ୍ରଭୁଙ୍କ ପରୀକ୍ଷା (ବନମାଲୀପୁର,ବଡମ୍ବା }||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija
Переглядів 4,5 тис.Місяць тому
ପ୍ରେମମୟ ମହାପ୍ରଭୁଙ୍କ ପରୀକ୍ଷା (ବନମାଲୀପୁର,ବଡମ୍ବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ଦିବ୍ୟ ଅନୁଭୂତି )||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija * Rabindra Narayan Mishra OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , ...
ଭକ୍ତ ମାନଙ୍କ ଆକୁଳ ନିବେଦନ ରେ ଭାବ ସମୁଦ୍ରର ମହାପ୍ରଭୁ ସାତ ସମୁଦ୍ର ପାରି ହେଇ ଆମେରିକା ର st. Louis ପହଁଚିଲେ
Переглядів 5 тис.Місяць тому
www.zeffy.com/fundraising/donate-for-dedicated-shrine-for-lord-jagannath ଭକ୍ତ ମାନଙ୍କ ଆକୁଳ ନିବେଦନ ରେ ଭାବ ସମୁଦ୍ରର ମହାପ୍ରଭୁ ସାତ ସମୁଦ୍ର ପାରି ହେଇ ଆମେରିକା ର st. Louis ପହଁଚିଲେ ||ଡ଼ଃ. ଶ୍ରୀକାନ୍ତ ପରିଜା ||Dr. Srikanta Parija ଏକ ବିସ୍ମୟ -ଦିବ୍ୟ-ରୋମାଞ୍ଚକର ସତ୍ୟ ଘଟଣା.... www.zeffy.com/fundraising/donate-for-dedicated-shrine-for-lord-jagannath * Rabindra Narayan Mishra OFFICIAL CHANNEL OF- Sri Rabindra Narayan M...
ଧନତେରସ ଦିନ କିପରି ମହାପ୍ରଭୁ ଆଶ୍ଚର୍ଯ୍ୟ ଭାବେ ଘରକୁ ଆଣିଦେଲେ ମହାରତ୍ନ || ଡ଼ଃ. ଶ୍ରୀକାନ୍ତ ପରିଜା
Переглядів 2,8 тис.2 місяці тому
ଧନତେରସ ଦିନ କିପରି ମହାପ୍ରଭୁ ଆଶ୍ଚର୍ଯ୍ୟ ଭାବେ ଘରକୁ ଆଣିଦେଲେ ମହାରତ୍ନ || ଡ଼ଃ. ଶ୍ରୀକାନ୍ତ ପରିଜା ଏକ ଦିବ୍ୟ ରୋମାଞ୍ଚକର ସତ୍ୟ ଘଟଣା .... * Rabindra Narayan Mishra OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହ...
ଭାବ ଓ ଭକ୍ତି ରେ ବନ୍ଧା ଆମ ମହାପ୍ରଭୁ || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
Переглядів 2,3 тис.2 місяці тому
ଭାବ ଓ ଭକ୍ତି ରେ ବନ୍ଧା ଆମ ମହାପ୍ରଭୁ || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija ନୀଳାଦ୍ରିବିଜେ ରେ ଶ୍ରୀ ପତିତପାବନ ଜଣେ ପତିତ ର ଭାବ ରକ୍ଷାକରି ଦୀର୍ଘ ତିନିଘଣ୍ଟା କାଳ ଅପେକ୍ଷାରତ ର ଏକ ଦିବ୍ୟ ରୋମାଞ୍ଚକର ଆଶ୍ଚର୍ଯ୍ୟ ଘଟଣା || * Rabindra Narayan Mishra OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମ...
ତୁ ଲଗେଇ ଥିବା ନିମ୍ବ ଗଛ ଦିନେ ମହାଦାରୁ ହବ ସେ ମହାଦାରୁରେ ମୁଁ ହେବି | ଡ଼ଃ.ଶ୍ରୀକାନ୍ତ ପରିଜା Dr.Srikanta Parija
Переглядів 5 тис.2 місяці тому
ତୁ ଲଗେଇ ଥିବା ନିମ୍ବ ଗଛ ଦିନେ ମହାଦାରୁ ହବ...ସେ ମହାଦାରୁରେ ମୁଁ ହେବି || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija * Rabindra Narayan Mishra OFFICIAL CHANNEL OF- Sri Rabindra Narayan Mishra (former Administrator of Shree Jagannath Temple Puri) | Watch and share divya kathamrita with your family and friend "ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥...
ଜଣେ ଗରିବ ମୁସଲମାନ କୁନି ଝିଅ ପ୍ରତି ମହାପ୍ରଭୁଙ୍କ ଅଶେଷ କୃପାବର୍ଷା |ଡ଼ଃ. ଶ୍ରୀକାନ୍ତ ପରିଜା|Dr. Srikanta Parija
Переглядів 4,7 тис.3 місяці тому
ଜଣେ ଗରିବ ମୁସଲମାନ କୁନି ଝିଅ ପ୍ରତି ମହାପ୍ରଭୁଙ୍କ ଅଶେଷ କୃପାବର୍ଷା |ଡ଼ଃ. ଶ୍ରୀକାନ୍ତ ପରିଜା|Dr. Srikanta Parija
Cancer cancelled-ଜଣେ ସମର୍ପିତ ମା ର ସମର୍ପଣରେ ମହାପ୍ରଭୁଙ୍କର ଅଲୌକିକ ଦିବ୍ୟ ଲୀଳା || Dr. Srikanta Parija
Переглядів 3,4 тис.3 місяці тому
Cancer cancelled-ଜଣେ ସମର୍ପିତ ମା ର ସମର୍ପଣରେ ମହାପ୍ରଭୁଙ୍କର ଅଲୌକିକ ଦିବ୍ୟ ଲୀଳା || Dr. Srikanta Parija
ଏକ ସମର୍ପିତ ଭକ୍ତ ଓ ସେବକର ମହାପ୍ରଭୁଙ୍କ ପ୍ରତି ନିଆରା ଭଲ ପାଇବା ଓ ମହାପ୍ରଭୁଙ୍କ ର ଏକ ଦିବ୍ୟ ଅଲୌକିକ ଲୀଳା ର ଝଲକ
Переглядів 3,9 тис.3 місяці тому
ଏକ ସମର୍ପିତ ଭକ୍ତ ଓ ସେବକର ମହାପ୍ରଭୁଙ୍କ ପ୍ରତି ନିଆରା ଭଲ ପାଇବା ଓ ମହାପ୍ରଭୁଙ୍କ ର ଏକ ଦିବ୍ୟ ଅଲୌକିକ ଲୀଳା ର ଝଲକ
ଏ ଜାତିର ପ୍ରାଣ-ମହାପ୍ରଭୁ ଓ ଶବ ରୁ ଜୀବ ହେଇଥିବା ସମର୍ପିତ ଭକ୍ତ ଧରଣୀଧର ପଣ୍ଡା
Переглядів 7 тис.3 місяці тому
ଏ ଜାତିର ପ୍ରାଣ-ମହାପ୍ରଭୁ ଓ ଶବ ରୁ ଜୀବ ହେଇଥିବା ସମର୍ପିତ ଭକ୍ତ ଧରଣୀଧର ପଣ୍ଡା
ସେବକପ୍ରିୟ ମହାପ୍ରଭୁ ମା' ଙ୍କୁ ପ୍ରାଣଦାନ କରି ରଖିଲେ ଜଣେ ସେବକର ସମର୍ପିତ ସେବାର ମାନ || Dr. Srikanta Parija
Переглядів 6 тис.4 місяці тому
ସେବକପ୍ରିୟ ମହାପ୍ରଭୁ ମା' ଙ୍କୁ ପ୍ରାଣଦାନ କରି ରଖିଲେ ଜଣେ ସେବକର ସମର୍ପିତ ସେବାର ମାନ || Dr. Srikanta Parija
ମହାପ୍ରଭୁଙ୍କ ପରମ ଭକ୍ତ ସ୍ୱର୍ଗତ ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିଷୟରେ ପ୍ରଥମ ଦିବ୍ୟ ଅଲୌକିକ ଅଧ୍ୟାୟ
Переглядів 11 тис.4 місяці тому
ମହାପ୍ରଭୁଙ୍କ ପରମ ଭକ୍ତ ସ୍ୱର୍ଗତ ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ବିଷୟରେ ପ୍ରଥମ ଦିବ୍ୟ ଅଲୌକିକ ଅଧ୍ୟାୟ
ଚନ୍ଦନ ପାଣି ଦେଇ ପ୍ରାଣ ରକ୍ଷା କରିଲେ- ମହାପ୍ରଭୁ || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
Переглядів 4,2 тис.4 місяці тому
ଚନ୍ଦନ ପାଣି ଦେଇ ପ୍ରାଣ ରକ୍ଷା କରିଲେ- ମହାପ୍ରଭୁ || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
ସ୍ୱର୍ଗଦ୍ୱାରରେ ମହାପ୍ରଭୁ ନିଜେ ଆସିଦାହ ସଂସ୍କାର କରିଦେଲେ || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
Переглядів 10 тис.4 місяці тому
ସ୍ୱର୍ଗଦ୍ୱାରରେ ମହାପ୍ରଭୁ ନିଜେ ଆସିଦାହ ସଂସ୍କାର କରିଦେଲେ || ଡ଼ଃ. ଶ୍ରୀକାନ୍ତ ପରିଜା || Dr. Srikanta Parija
ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର || Rabindra Narayan Mishra
Переглядів 1,9 тис.6 місяців тому
ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର || Rabindra Narayan Mishra
ପତ୍ନୀ ଓ ପରମେଶ୍ଵର || Rabindra Narayan Mishra
Переглядів 1,1 тис.7 місяців тому
ପତ୍ନୀ ଓ ପରମେଶ୍ଵର || Rabindra Narayan Mishra
ମହାପ୍ରଭୁ କୃପାମୟ | ଦର୍ଶନ ଦେଇଥିଲେ ମହାପ୍ରଭୁ .... ଏକ ଦିବ୍ୟ ଅନୁଭୂତି || Rabindra Narayan Mishra
Переглядів 1,1 тис.7 місяців тому
ମହାପ୍ରଭୁ କୃପାମୟ | ଦର୍ଶନ ଦେଇଥିଲେ ମହାପ୍ରଭୁ .... ଏକ ଦିବ୍ୟ ଅନୁଭୂତି || Rabindra Narayan Mishra
ମହାପ୍ରଭୁଙ୍କ କୃପାରୁ କିପରି ମିଳିଲା ରତ୍ନଭଣ୍ଡାର ର ଚାବିକାଠି || Rabindra Narayan Mishra
Переглядів 137 тис.8 місяців тому
ମହାପ୍ରଭୁଙ୍କ କୃପାରୁ କିପରି ମିଳିଲା ରତ୍ନଭଣ୍ଡାର ର ଚାବିକାଠି || Rabindra Narayan Mishra
ଧ୍ୟାନ ର ପରିବେଶ || Rabindra Narayan Mishra
Переглядів 1,7 тис.8 місяців тому
ଧ୍ୟାନ ର ପରିବେଶ || Rabindra Narayan Mishra
ଇଶ୍ୱରଙ୍କ ସମ୍ପର୍କିୟ || Rabindra Narayan Mishra
Переглядів 2,7 тис.9 місяців тому
ଇଶ୍ୱରଙ୍କ ସମ୍ପର୍କିୟ || Rabindra Narayan Mishra
ଭଗବାନ ଚାହିଁଲେ ସବୁକିଛି ସମ୍ଭଭ || Rabindra Narayan Mishra
Переглядів 7 тис.9 місяців тому
ଭଗବାନ ଚାହିଁଲେ ସବୁକିଛି ସମ୍ଭଭ || Rabindra Narayan Mishra
ବୋହୂର ଶାଶୁଙ୍କ ପ୍ରତି ଭକ୍ତି ଓ ସମ୍ମାନ || କିପରି ଘର ହେଲା ସ୍ଵର୍ଗପୁର || Rabindra Narayan Mishra
Переглядів 3,2 тис.10 місяців тому
ବୋହୂର ଶାଶୁଙ୍କ ପ୍ରତି ଭକ୍ତି ଓ ସମ୍ମାନ || କିପରି ଘର ହେଲା ସ୍ଵର୍ଗପୁର || Rabindra Narayan Mishra
ମହାପ୍ରଭୁଙ୍କ କୃପାଲାଭ ହେଲା ||ଏକ ସତ୍ୟ ଘଟଣା || Rabindra Narayan Mishra
Переглядів 9 тис.10 місяців тому
ମହାପ୍ରଭୁଙ୍କ କୃପାଲାଭ ହେଲା ||ଏକ ସତ୍ୟ ଘଟଣା || Rabindra Narayan Mishra
ବୃନ୍ଦାବନ ଯାତ୍ରାର ଦିବ୍ୟ ଅନୁଭୂତି....|| ହଠାତ୍ ଦର୍ଶନ ଦେଲେ ମହାପ୍ରଭୁ || Rabindra Narayan Mishra
Переглядів 26 тис.10 місяців тому
ବୃନ୍ଦାବନ ଯାତ୍ରାର ଦିବ୍ୟ ଅନୁଭୂତି....|| ହଠାତ୍ ଦର୍ଶନ ଦେଲେ ମହାପ୍ରଭୁ || Rabindra Narayan Mishra
ଗୃହକର୍ତ୍ତାଙ୍କ ଗୃହ ପ୍ରବେଶ....|| ଦେଖାଇଲେ ବଂଶୀର ଲୀଳା || Rabindra Narayan Mishra
Переглядів 10 тис.10 місяців тому
ଗୃହକର୍ତ୍ତାଙ୍କ ଗୃହ ପ୍ରବେଶ....|| ଦେଖାଇଲେ ବଂଶୀର ଲୀଳା || Rabindra Narayan Mishra
ଗୁରୁଙ୍କ କୃପା ରୁ କିପରି ମିଳିଲେ ଗୁରୁ || Rabindra Narayan Mishra
Переглядів 11 тис.11 місяців тому
ଗୁରୁଙ୍କ କୃପା ରୁ କିପରି ମିଳିଲେ ଗୁରୁ || Rabindra Narayan Mishra
ମିଳିଲା ଗୁରୁଙ୍କ ଆଶୀର୍ବାଦ || ଏକ ଦିବ୍ୟ ଅନୁଭୂତି ଶ୍ରୀ ମନ୍ଦିରରେ|| Rabindra Narayan Mishra
Переглядів 5 тис.11 місяців тому
ମିଳିଲା ଗୁରୁଙ୍କ ଆଶୀର୍ବାଦ || ଏକ ଦିବ୍ୟ ଅନୁଭୂତି ଶ୍ରୀ ମନ୍ଦିରରେ|| Rabindra Narayan Mishra
ମା 'ଙ୍କ ପାର୍ବଣ ଋତୁରେ ମହାପ୍ରଭୁଙ୍କର ଅପୂର୍ଵ ପୁଷ୍ପ ବେଶ || Rabindra Narayan Mishra
Переглядів 7 тис.Рік тому
ମା 'ଙ୍କ ପାର୍ବଣ ଋତୁରେ ମହାପ୍ରଭୁଙ୍କର ଅପୂର୍ଵ ପୁଷ୍ପ ବେଶ || Rabindra Narayan Mishra
ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଦିବ୍ୟ କଥାମୃତ ଆରମ୍ଭ କଲେ || Rabindra Narayan Mishra || Dr. Srikanta Parija
Переглядів 9 тис.Рік тому
ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଦିବ୍ୟ କଥାମୃତ ଆରମ୍ଭ କଲେ || Rabindra Narayan Mishra || Dr. Srikanta Parija
Jay Jagannath mahaprabhu, Jay Bhakta Maharaj
❤❤❤😂😂😂😢😢😢 jay maha pravhu 😢😢😢
ମଣିମା ମହାପ୍ରଭୁ ହେ 🙏🙏❤️❤️😘😘 ଭାଈ ପ୍ରଣମ 🙏🙏😍😍
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଗୁରୁଦେବ
ପ୍ରଣାମ ରବି sir, ଜୟ ପ୍ରଭୁ ଜଗନ୍ନାଥ ସ୍ଵାମୀ 🙏
Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath
Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath
Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath
Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath
Jai Jagannath Jai Jagannath Jai Jagannath Jai Jagannath Jai Jagannath Jai Jagannath
Jai Jagannath
Plz kahibe ki kahaku guru kari mantra dikhsya neba kana jaruri na ghare basi prabhu nka nama japa kale prabhu milibeni?plz reply debe.
Jai Jagannath
Jai Shree Jagannath🙏🙏🙏
ମାଳ ଭଳି ମୁଁ ଜଣେ ଦୁଃଖିନୀ।
Hari Hari bol Manima Hari Hari bol 🙏🙏🙏🙏
Jay Jagannath maha prabhu
R JAYA JAGANNATH
Jai Shree Jagannath🙏🙏🙏
Chaka Aakhi
Jai Shree Jagannath🙏🙏🙏
Sir Jay jagannath sir mahaprabhu mo katha sununahnati apana tike kuhantu tanka shree angaru drulabha tulasi ki jaha bi hau mate tike debe
ଜୟ ଜୟ ଶ୍ରୀ ଜଗନ୍ନାଥ ⭕‼️⭕🪷🪷🪷🪷🙏🙏🙏🙏❣️❣️❣️❣️
Jay Jay Jagannath 🙏🙏
❤🙏❤️
Mo kalia suna
ମହାନ୍ ବିଭୁତି ଙ୍କୁ ମୋର ଭକ୍ତିପୂତ ପ୍ରଣାମ। ମୋର ଗୋଟେ ପ୍ରଶ୍ନ ଅଛି କୃପା କରି ମୋର ଜିଞ୍ଗାସା ଦୂର କରିବେ। ଜଗନ୍ନାଥ ଙ୍କର କାହିଁକି ରଘୁନାଥ ବେଶ ଆଉ କରା ଯାଉନାହିଁ।
Ama pain ama mahaprabhu achhanti mana santi heijae sabu aviman durei jae
🙏❤️⭕‼️⭕❤️🙏 🙏❤️JAY JAGANNATH JAY JAGANATH JAY JAGANATH ❤️🙏
Jay jagannath swami nayan pathagami🙏
Jay jagannath Jay jagannath Jay jagannath
Jagannath achhanti jay
Mahaprabhu 🙏 🙏 🙏 🙏 🙏
ଜୟ ଜଗନ୍ନାଥ🙏🙏🙏❤❤❤
Jay Jagannath Swami 🙏🙏
Sir jay jagarnnath
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ sir, ଆପଣ ମହାପ୍ରଭୁଙ୍କ କଥା ଆଲୋଚନା କଲେ ମୋ ଆଖିର ଲୁହ ବୋଲ ମାନେନି, ଏଇମିତି ଆପଣ କହୁ ଥାଆନ୍ତୁ , ଓଡ଼ିଶା ବାସୀଙ୍କୁ ମହାପ୍ରଭୁଙ୍କ ପ୍ରେମରେ ଭିଜାଉ ଥାଆନ୍ତୁ।
Jay Jagannath Swami
ହେ ମଣିମା 🙏🏼🙏🏼🙏🏼🙏🏼
Ba re birthday ra gift kana nije asi galu i love you so much tq ba mor ba 🪷🪷🪷🪷🪷🪷🪷❤❤❤❤❤❤😅😅😅😅😅😅😅
Dhanya manima
Only our Kalia Jagannath is eternally existent. You are blessed forever. Binamra Ashrula Shraddhanjali to Amar Atma.🙏🏼🕉🙏🏼🚩🚩🚩🌷✔️🚩🚩🌷🌷🌷🌷🌷
Mo kalia pari kie haba.
Jay jagannath mahaprabhu srikanta bhai pranam
Chaka Aakhi
Jai Jagannath.
Jay jagannath mahaprabhu